ବଢ଼ିଲା ଆୟୁଷ ଡାକ୍ତରଙ୍କ ଦରମା, ୧୫ ବର୍ଷରୁ ଉର୍ଦ୍ଧ୍ବସେବା କରିଥିବା ଡାକ୍ତରଙ୍କ ଦରମାରେ ୪୦ ହଜାର ଟଙ୍କା ବୃଦ୍ଧି;
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସ୍ବାସ୍ଥ୍ୟସେବା…
