IND VS PAK ମ୍ଯାଚ ଆଗରୁ ଚ୍ଯାଲେଞ୍ଜ ଦେଲେ ପାକିସ୍ତାନ କ୍ଯାପଟେନ୍; ଅଭିଷେକ ଶର୍ମାଙ୍କୁ ନେଇ ଦେଲେ ବଡ଼ ବୟାନ…
ଓଡିଶା ଭାସ୍କର: ପାକିସ୍ତାନ କ୍ଯାପଟେନ ସଲମାନ ଅଲ୍ଲୀ ଆଗା ଭାରତ-ପାକିସ୍ତାନ ମ୍ଯାଚ ଆଗରୁ ଏକ ବଡ଼ ବୟାନ ଦେଇଛନ୍ତି। ଆସନ୍ତାକାଲି ହେବାକୁ ଥିବା ଭାରତ ବନାମ ପାକିସ୍ତାନ ମ୍ୟାଚରେ ଅଭିଷେକ ଶର୍ମା ଖେଳନ୍ତୁ ବୋଲି ସେ…
