ସାମସଙ୍ଗ୍ ନାଁରେ ବଡ଼ ଅଭିଯୋଗ, ଗାଲାକ୍ସି ଫୋନରେ ରହିଛି ଇସ୍ରାଏଲୀ ସ୍ପାଏୱେୟାର୍, ସତ ଜାଣି ଚିନ୍ତାରେ ପଡିଯିବେ
Samsung Galaxy: ସାମାଜିକ ଗଣମାଧ୍ୟମରେ ସମ୍ପ୍ରତ୍ତି ଏକ ବଡ଼ ବିବାଦ ଦେଖାଦେଇଛି । ସାମସଙ୍ଗ ଏହାର ଗାଲାକ୍ସି ଫୋନରେ "କଟାଯାଇ ପାରୁନଥିବା ଇସ୍ରାଏଲୀ ସ୍ପାଏୱେୟାର" ଇନଷ୍ଟଲ୍ କରିଥିବା ଅଭିଯୋଗ ହୋଇଛି। ୟୁଜର୍ସମାନେ…
