ଗିଲ୍ଙ୍କୁ ଶକ୍ତ ଝଟକା! ସୁନ୍ଦରୀ ସାରା ଏହି ହ୍ୟାଣ୍ଡସମ୍ ହଂକଙ୍କ ସହ ପ୍ରେମରେ ଉବୁଟୁବୁ ହୋଇ ହେଉଛନ୍ତି ତା-ରା-ରା…
ମୁମ୍ବାଇ: ଏବେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ପୁରୁଷ ବନ୍ଧୁ ସହ ଅତି ନିକଟରେ ଥିଲେ ସାରା। ଖାଲି ଏତିକି ନୁହେଁ ମଜା…

