‘Love U’… ସୋସିଆଲ ମିଡ଼ିଆରେ କାହା ପାଇଁ ସାରା ତେନ୍ଦୁଲକର ଏମିତି ଲେଖିଲେ? କ୍ରିକେଟ ପ୍ରେମୀ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପ୍ରାୟତଃ ସୋସିଆଲ ମିଡିଆରେ ଆକର୍ଷଣୀୟ ପୋଷ୍ଟ କରନ୍ତି। ସେ ସାଧାରଣତଃ ତାଙ୍କ ଯାତ୍ରାର ଫଟୋ ପୋଷ୍ଟ କରନ୍ତି ଏବଂ କେତେକ ସମୟରେ…
