Bus Accident: ଭୟଙ୍କର ବସ୍ ଦୁର୍ଘଟଣା; ୪୨ ଭାରତୀୟ ଜୀବନ୍ତ ଦଗ୍ଧ, ଆସିଲା ମୃତକଙ୍କ ଲିଷ୍ଟ, ହେଲ୍ପଲାଇନ୍ ନମ୍ବର
ନୂଆଦିଲ୍ଲୀ: ସୋମବାର ଅର୍ଥାତ୍ ଆଜି ଭୋର ପ୍ରାୟ ଶାଢେ ଗୋଟାଏ ସମୟରେ ସାଉଦି ଆରବର ମଦିନା ନିକଟରେ ଭୟଙ୍କର ବସ ଦୁର୍ଘଟଣା ହୋଇଥିଲା । ଉମରା କରିବାକୁ ଯାଇଥିବା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଡିଜେଲ…
