SBI ଗ୍ରାହକଙ୍କୁ ଦେଲା ବଡ଼ ଉପହାର, ବଢାଇଲା ଅଟୋ ସ୍ୱିପ୍ ଲିମିଟ୍, ଜାଣନ୍ତୁ ଫାଇଦା
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି । ବ୍ୟାଙ୍କ ଖାତାରେ ଅଟୋ ସ୍ୱିପ ସୁବିଧା ପାଇଁ ସର୍ବନିମ୍ନ ସୀମା ୩୫,୦୦୦ ଟଙ୍କାରୁ ବଢାଯାଇ ୫୦,୦୦୦ ଟଙ୍କା…

