Bank Jobs 2025: ପରୀକ୍ଷା ବିନା ଏହି ବ୍ୟାଙ୍କରେ ମ୍ୟାନେଜର ହେବାର ବଡ଼ ସୁଯୋଗ, ଦରମା 1 ଲକ୍ଷରୁ ଉର୍ଦ୍ଧ୍ବ
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ସରକାରୀ ଚାକିରି ବିଶେଷକରି ସେହି ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଯେଉଁମାନେ ବ୍ୟାଙ୍କିଂ…

