SBI ଦେଲା ବଡ଼ ଝଟକା, ୧ ଡିସେମ୍ବରରୁ ବନ୍ଦ ହୋଇଯିବ ଏହି ସେବା, ପ୍ରଭାବିତ ହେବ ଆପଣଙ୍କ ବ୍ୟାଙ୍କିଙ୍ଗ୍ କାମ
SBI Service: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଡିଜିଟାଲ ପେମେଣ୍ଟ ସିଷ୍ଟମ ଉପରେ ବଢ଼ୁଥିବା ନିର୍ଭରଶୀଳତା…
