School Holiday: ପିଲାଙ୍କ ଖୁସି କହିଲେ ନ ସରେ…ଲମ୍ବା ଛୁଟି ଘୋଷଣା, ୧୪ ଦିନ ବନ୍ଦ ରହିବ ସ୍କୁଲ-କଲେଜ
ନୂଆଦିଲ୍ଲୀ: ପିଲାଙ୍କ ପାଇଁ ଖୁସି ଖବର। ଏହି ଅକ୍ଟୋବର ମାସ ପିଲାମାନଙ୍କ ପାଇଁ ଏକ ଲମ୍ବା ଛୁଟି ହେବାକୁ ଯାଉଛି। ଏହି ବର୍ଷ, ଅକ୍ଟୋବର 2025 ପର୍ବପର୍ବାଣୀରେ ପରିପୂର୍ଣ୍ଣ, ଯାହା ଫଳରେ ସ୍କୁଲ ଏବଂ କଲେଜରେ ଲମ୍ବା ଛୁଟି…

