Heavy Rain: ପ୍ରବଳ ବର୍ଷା ଯୋଗୁଁ 4 ଦିନ ସ୍କୁଲ-କଲେଜ ଛୁଟି ଘୋଷଣା କଲେ ସରକାର, ଜାଣନ୍ତୁ ଶିକ୍ଷକମାନେ ଆସିବେ କି ନାହିଁ…
ହିମାଚଳ: ଶିକ୍ଷା ସଚିବଙ୍କ ବଡ଼ ଘୋଷଣା । ପ୍ରବଳ ବର୍ଷାକୁ ଦୃଷ୍ଟି ରଖି ସେପ୍ଟେମ୍ବର 7 ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ଦେଲେ ନିର୍ଦ୍ଦେଶ ।
ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ଯୋଗୁଁ, ରାଜ୍ୟର…

