ରିଙ୍କୁ ସିଂହଙ୍କ ପ୍ରତି ଏତେ ଅନ୍ୟାୟ କାହିଁକି, ମାତ୍ର ୯ ବର୍ଷରେ ଏତେ ଶତକ ମାରି ମଧ୍ୟ ଟିମ୍ ଇଣ୍ଡିଆର ଟେଷ୍ଟ ଦଳରୁ ବାହାର
ଓଡିଶାଭାସ୍କର: ଗୋଟିଏ ପଟେ ଟିମ୍ ଇଣ୍ଡିଆ ଘରୋଇ ଟେଷ୍ଟ ମ୍ୟାଚ୍ ରେ ଗୋଟେ ପରେ ଗୋଟେ ବିଫଳ ହେଉଛି। ଅନ୍ୟପଟେ ରିଙ୍କୁ ସିଂହଙ୍କ ଭଳି ଖେଳାଳିଙ୍କୁ ଅଣଦେଖା କରି ଏକ ଗୁରୁତର ଭୁଲ କରୁଛି।
ରିଙ୍କୁ ସିଂହ ଫାଷ୍ଟକ୍ଲାସ…
