ପହଲଗାମ ଆତଙ୍କୀ ଆକ୍ରମଣ: ମହିଳାଙ୍କ ସୂଚନା ପରେ କାଠୁଆରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍
କାଠୁଆ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨, ୨୦୨୫ରେ ଘଟିଥିବା ଭୟଙ୍କର ଆତଙ୍କୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ତାହାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କାଠୁଆ ଜିଲ୍ଲାରେ ଏକ ବଡ଼…

