ଅପେକ୍ଷାର ହେବ ଅନ୍ତ, ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ଅଳଙ୍କାର, ଜଗା ଦର୍ଶନରେ ଲାଗିବ କଟକଣା
ପୁରୀ: ଆସିଲା ବଡ଼ ଖବର। ଆସନ୍ତା ସେପ୍ଟେମ୍ୱର ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଉଥିଲେ ଟିକେ ଅଟକି ଯାଆନ୍ତୁ। ସେଦିନ ଜଗା ଦର୍ଶନ ଉପରେ ଲାଗିବ କଟକଣା। କାରଣ ସେପ୍ଟମ୍ୱର ୨୩ ତାରିଖରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ…

