(VIDEO) ଟିମ୍ ଇଣ୍ଡିଆ କଲା ଇଗନୋର୍, ରାଗିଗଲା ପାକିସ୍ତାନ, ଭାରତ ବିପକ୍ଷରେ ବଡ଼ ଆକ୍ସନ ନେଲା PCB, ଭାଇରାଲ୍ ହେଉଛି ଭିଡ଼ିଓ!
ଓଡିଶାଭାସ୍କର: ଗତକାଲି ଅର୍ଥାତ୍ ସେପ୍ଟେମ୍ୱର ୧୪ ତାରିଖରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ହୋଇଥିଲା। ଯେଉଁଥିରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ।
ଆଉ ମ୍ୟାଚ୍ ସରିବା ପରେ…

