ସ୍ୱାମୀ ଠୁ ଅଲଗା ହେବା ଖୁସିରେ ଅଭିନେତ୍ରୀଙ୍କ ଫଟୋସୁଟ୍, ଲେଖିଲେ ଯନ୍ତ୍ରଣାରେ ବଞ୍ଚିବା ଅପେକ୍ଷା ଅଲଗା ହେବା ଭଲ
ଓଡ଼ିଶାଭାସ୍କର: ସ୍ୱାମୀଠୁ ଅଲଗା ହେବାର ଖୁସି। ଯେଉଁ ସମ୍ପର୍କରେ ଶାନ୍ତି ନାହିଁ ସେ ସମ୍ପର୍କ ଠାରୁ ଅଲଗା ହେବା ସବୁଠୁ ଭଲ। ଆଉ ଏହି ବିବାହ ବିଚ୍ଛେଦ ଖୁସିରେ ଅଭିନେତ୍ରୀ କରିଛନ୍ତି ଫଟୋ ସୁଟ୍। ରେଡ୍ କର୍ଲର ଲଙ୍ଗ…

