Shani Shukra Yuti 2026: 30 ବର୍ଷ ପରେ ଶୁକ୍ର-ଶନିଙ୍କ ଦୁର୍ଲଭ ସଂଯୋଗ, 3 ରାଶିଙ୍କ ଖୋଲିବ ଭାଗ୍ୟ, ହେବେ ମାଲାମାଲ୍
ଓଡ଼ିଶା ଭାସ୍କର: 2026 ରେ, ମୀନ ରାଶିରେ ଶନି-ଶୁକ୍ର ସଂଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ସଂଯୋଗ 30 ବର୍ଷ ପରେ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବହୁ ବର୍ଷ ପରେ ହେଉଥିବା ଏହି ବିଶେଷ ସଂଯୋଗ ବିଶେଷ…
