ୟୁନୁସଙ୍କୁ ଜଣେ ହତ୍ୟାକାରୀ ଫାସିଷ୍ଟ…ବାଂଲାଦେଶ ଛାଡିବା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାରେ ଏତେ ବଡ଼ କଥା କହିଲେ ଶେଖ ହସିନା,…
ନୂଆଦିଲ୍ଲୀ: ୨୦୨୪ ମସିହାରେ ବାଂଲାଦେଶ ଛାଡିବା ପରେ ଭାରତରେ ତାଙ୍କର ପ୍ରଥମ ସାଧାରଣ ସଭାକୁ ସମ୍ବୋଧିତ କରି, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହସିନା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ଉପରେ ଏକ…
