କ’ଣ ପାକିସ୍ତାନ ଆଉ ବାଂଲାଦେଶରେ ପାଳନ ହୁଏ ଶିବରାତ୍ରି, ଏଠି କେତୋଟି ଅଛି ମହାଦେବଙ୍କ ମନ୍ଦିର; ଜାଣିଲେ ବିଶ୍ୱାସ କରିପାରିବେନି
ନୂଆଦିଲ୍ଲୀ: ଆଜି ସାରା ଦେଶରେ ପବିତ୍ର ମହାଶିବରାତ୍ରି ପର୍ବ ପାଳନ କରାଯାଉଛି। କିନ୍ତୁ କେବେ ଭାବିଛନ୍ତି କି କ’ଣ ପାକିସ୍ତାନ ଏବଂ ବାଂଲାଦେଶରେ ଶିବ ମନ୍ଦିର ଏବେ ବି ଅଛି? ସେଠାରେ ମଧ୍ୟ ଭୋଲେନାଥ ପୂଜା ପାଉଛନ୍ତି କି?…
