PM Kisan 21st installment: କାଲି ଏହି ସମୟରେ ବାଜିବ ମୋବାଇଲ ଘଣ୍ଟି, ଖାତାକୁ ଆସିବ 2ହାଜର ଟଙ୍କା
ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଚାଷୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। କ୍ଷେତରେ କାମ କରୁଥିବା ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ପରବର୍ତ୍ତୀ କିସ୍ତି କେବେ ମିଳିବ ତାହା ନିର୍ଣ୍ଣୟ କରିବା ପାଇଁ ସରକାରଙ୍କ…
