Shortest Flight: ଏହି ଦେଶର ରହିଛି ସବୁଠାରୁ ଛୋଟ ଫ୍ଲାଇଟ୍; ମାତ୍ର ଦୁଇ କିଲୋମିଟର ଯାତ୍ରା ପାଇଁ ଏହାକୁ ବ୍ଯବହାର କରାଯାଏ…
ଓଡିଶା ଭାସ୍କର: ଯେତେବେଳେ ଆମେ ବିମାନ ଯାତ୍ରା ବିଷୟରେ ଚିନ୍ତା କରୁ, ପ୍ରାୟତଃ ଦେଶ କିମ୍ବା ମହାଦେଶ ଦେଇ ଲମ୍ବା ଯାତ୍ରା କଳ୍ପନା କରୁ। କିନ୍ତୁ ବିଶ୍ୱରେ ଏପରି ଏକ ସ୍ଥାନ ଅଛି ଯାହା ସବୁଠାରୁ କମ୍ ବାଣିଜ୍ୟିକ ଉଡ଼ାଣ…
