ନିଲମ୍ବନ ପରେ ବିଷ ଗାଳିଲେ ଶ୍ରୀମୟୀ: “ବର୍ଷେହେବ ମୁଁ BJDରେ ନାହିଁ; ନବୀନ ନିଜେ ନିଷ୍ପତ୍ତି ନେବାକୁ ଅନଫିଟ୍”
ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହେବା ପରେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଲେ ଶ୍ରୀମୟୀ ମିଶ୍ର । ଏକ୍ସରେ ପୋଷ୍ଟ ଶେୟାର କରି ନିଜର ପ୍ରତିକ୍ରୟା ରଖିଛନ୍ତି ।
ଶେୟାର ପୋଷ୍ଟରେ ଲେଖିଛନ୍ତି, ଆତ୍ମସମ୍ମାନ ଓ…

