Liver Cancer: ଆପଣଙ୍କୁ ଏହି ସବୁ ଅଙ୍ଗରେ ଯନ୍ତ୍ରଣା ହେଉଛି କି, ମାମୁଲି ନୁହେଁ ଏହା କ୍ୟାନ୍ସର ରୋଗର ଲକ୍ଷଣ!
ନୂଆଦିଲ୍ଲୀ: ଲିଭରର କାମ ରକ୍ତ ସଫା କରିବା ଠାରୁ ଆରମ୍ଭ କରି ହଜମ କରିବାରେ ସାହାଯ୍ୟ କରିବା ଏବଂ ଶକ୍ତି ସଂରକ୍ଷଣ କରିବା ପର୍ଯ୍ୟନ୍ତ ହୋଇଥାଏ। ଏପରି ପରିସ୍ଥିତିରେ, ଲିଭର୍ କ୍ୟାନ୍ସର ରୋଗ ଜଣେ ବ୍ୟକ୍ତିଙ୍କ ଜୀବନ ମଧ୍ୟ…
