ଆଶ୍ଚର୍ଯ୍ୟ! ଆଜି ଗୋଟିଏ ଦିନରେ 9 ହଜାର କମିଲା ସୁନା, ରୂପା ବି 20 ହଜାର ଶସ୍ତା, ଆଗକୁ ଆହୁରି ଖସିବ? ଜଣାପଡ଼ିଲା କାରଣ
ଭୁବନେଶ୍ବର: ପୁଣିଥରେ ଖସିଲା ସୁନା-ରୁପା ଦର । 24 କ୍ୟାରେଟ ସୁନା ଦର 9050 ଟଙ୍କା ଖସିଲା । ଏବେ 10 ଗ୍ରାମ ପିଛା 24 କ୍ୟାରେଟ ସୁନା ଦର 1 ଲକ୍ଷ 51 ହଜାର 530 ଟଙ୍କା ଥିବା ବେଳେ 22 କ୍ୟାରେଟ ସୁନା 8 ହଜାର 300…
