“ମୋ ରୁମକୁ ଆସ… ନେଇଯିବି ବିଦେଶ”, ରସିକିଆ ଓଡ଼ିଆ ବାବାଙ୍କ ଦିଲ୍ଲୀରେ ଖେଳ, ଯୁବତୀଙ୍କୁ ଦେଉଥିଲେ ଚମତ୍କାର ଅଫର୍
ନୂଆଦିଲ୍ଲୀ: "ମୋ ରୁମକୁ ଆସ... ନେଇଯିବି ବିଦେଶ", ଏଥିପାଇଁ ତୁମର ଟଙ୍କାଟିଏ ବି ଖର୍ଚ୍ଚ ହେବନାହିଁ। ଏକଥା ଆମେ କହୁନାହୁଁ ଏପରି କିଛି ଛାତ୍ରୀ ଏବଂ ମହିଳାମାନଙ୍କୁ କହୁଥିଲେ ଜଣେ ଓଡ଼ିଆ ବାବା। ଯିଏ ଦିଲ୍ଲୀ ରେ ଦୀର୍ଘ…

