ସାବଧାନ! ଟିଭି ରଖୁଛି ନଜର; ଆପଣଙ୍କ ବେଡ ରୁମରେ ଲାଗିଥିବା Smart TV କରୁନି ତ ଗୁଇନ୍ଦାଗିରି? କେମିତି କରିବେ ଯାଞ୍ଚ, ଜାଣନ୍ତୁ…
ନୂଆଦିଲ୍ଲୀ: ଆଜିକାଲି ଘରେ ସ୍ମାର୍ଟ ଟିଭି ଏକ ଜରୁରୀ ହୋଇପଡୁଛି। ଇଣ୍ଟରନେଟ୍ ଆକ୍ସେସ୍, ଷ୍ଟ୍ରିମିଂ ଆପ୍ସ ଏବଂ ବିଲ୍ଟ-ଇନ୍ କ୍ୟାମେରା ଏବଂ ମାଇକ୍ ଭଳି ଫିଚର୍ସ ଯୋଗୁଁ ଲୋକମାନେ ମନୋରଞ୍ଜନ ସହିତ ଉତ୍ପାଦନକ୍ଷମତା ପାଇଁ…

