କେବଳ ସ୍କ୍ରିନ୍ ଲକ୍ ନୁହେଁ ଏହି ୫ଟି କାମ ପାଇଁ ବ୍ଯବହାର କରିହେବ ଫୋନ ପାୱାର ବଟନ୍, ଆପଣ ମଧ୍ୟ ଜାଣିନଥିବେ ଏହି ସିକ୍ରେଟ ଫିଚର
ନୂଆଦିଲ୍ଲୀ: ସ୍ମାର୍ଟଫୋନରେ ଥିବା ପାୱାର ବଟନ୍ ପ୍ରାୟତଃ କେବଳ ସ୍କ୍ରିନ୍ ଲକ୍ କରିବା କିମ୍ବା ଫୋନ୍ ଚାଲୁ ଏବଂ ବନ୍ଦ କରିବା ପାଇଁ ବ୍ୟବହାର କରାଯାଏ। କିନ୍ତୁ ସତ୍ୟ ହେଉଛି, ଏହି ଛୋଟ ବଟନ୍ ଆପଣଙ୍କ ଫୋନ୍ର ସବୁଠାରୁ…
