ସାରା ବିଶ୍ୱରେ ମହଙ୍ଗା ହୋଇଗଲା ସ୍ମାର୍ଟଫୋନ୍! ହଠାତ୍ ବଢିଗଲା ଦାମ୍, ତଥାପି କିଣିବାକୁ ଭିଡ଼
ଓଡିଶାଭାସ୍କର: କିଛି ସମୟ ଧରି ବିଶ୍ୱ ସ୍ତରରେ ସ୍ମାର୍ଟଫୋନର ମୂଲ୍ୟ ବୃଦ୍ଧି ପାଉଛି। ୨୦୨୫ ମସିହାର ଶେଷ ତ୍ରୈମାସିକରେ, ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ବିକ୍ରି ହୋଇଥିବା ଏକ ସ୍ମାର୍ଟଫୋନର ହାରାହାରି ମୂଲ୍ୟ ୪୦୦ ଡଲାର…
