ବିଶେଷ କରି ଏହି ୪ ପ୍ରକାର ଗନ୍ଧ ସାପଙ୍କୁ କରେ ଆକୃଷ୍ଟ, ଯାହାଫଳରେ ଘର ଭିତରେ ପସନ୍ତି ଏହି ବିଷାକ୍ତ ଜନ୍ତୁ
ଓଡିଶା ଭାସ୍କର: ସାପମାନେ କେବେବି ଜନବସତି ଭିତରକୁ ଆସିବାକୁ ଚାହାଁନ୍ତି ନାହିଁ କିନ୍ତୁ ସେମାନେ ଅନ୍ଧାରରେ ଲୁଚିବାକୁ ପସନ୍ଦ କରନ୍ତି। ଘରର ଏମିତି କିଛି ପରିସ୍ଥିତି ସେମାନଙ୍କୁ ଘର ଭିତରକୁ ଟାଣି ଆଣନ୍ତି। ସାପମାନେ…

