ମୃତ୍ୟୁ ପରେ ମଧ୍ୟ ଆପଣଙ୍କୁ କାମୁଡ଼ି ପାରନ୍ତି ଏହି ୩ ଭୟଙ୍କର ସାପ? ସେମାନଙ୍କୁ ଛୁଇଁବା ପଡ଼ିପାରେ ମହଙ୍ଗା; ଜୀବନ ବି ଯାଇପାରେ
ନୂଆଦିଲ୍ଲୀ: ସମାଜରେ ସାପକୁ ନେଇ ଅନେକ ପୌରାଣିକ କାହାଣୀ ଏବଂ ଭୟ ପ୍ରଚଳିତ ଅଛି। ପ୍ରାୟତଃ, ଭୟରେ ଲୋକମାନେ ସାପକୁ ଦେଖିବା ମାତ୍ରେ ମାରିଦିଅନ୍ତି। କିନ୍ତୁ ଆପଣ କ'ଣ ଜାଣନ୍ତି ଯେ କିଛି ସାପ ମୃତ୍ୟୁ ପରେ ମଧ୍ୟ…
