CEO ହବ ତ ଏମିତି… କମ୍ପାନୀକୁ ବିକ୍ରି କରି ୫୪୦ କର୍ମଚାରୀଙ୍କ ଭିତରେ ବାଣ୍ଟିଦେଲେ ୨୦୦୦ କୋଟି ଟଙ୍କା
ଓଡ଼ିଶାଭାସ୍କର: ଯେତେବେଳେ କୌଣସି କମ୍ପାନୀ ଏକ ବଡ଼ ଡିଲ୍ କରେ, ସେତେବେଳେ ପ୍ରାୟତଃ ଦେଖାଯାଏ ଯେ ଲାଭ କେବଳ ପ୍ରମୋଟର ଏବଂ ନିବେଶକଙ୍କ ପାଇଁ ସୀମିତ ଥାଏ।
କିନ୍ତୁ ଆମେରିକାର ଲୁଇସିଆନାରୁ ଆସିଥିବା ଏହି ଖବର କାମ…
