ଖବର ଭୟଙ୍କର ହିମସ୍ଖଳନ, ୩ ଯବାନ୍ ସହିଦ୍, ଉଦ୍ଦାର କାର୍ଯ୍ୟ ଜାରି Subhasmita Das Sep 9, 2025 ଲଦାଖ୍: କେନ୍ଦ୍ର ଶାସିତ ପ୍ରଦେଶ ଲଦାଖରେ ଥିବା ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନର ଏକ ବେସ୍ କ୍ୟାମ୍ପରେ ହିମସ୍ଖଳନର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ତିନି ଜଣ ସୈନିକ ପ୍ରାଣ ହରାଇଛନ୍ତି।…