(VIDEO)‘ଦବଙ୍ଗ ମା’କୁ ସିଘଂମ ବେଟା’, ରାଜରାସ୍ତାରେ ମା’ପୁଅର ରେସ୍, ଫେଲ ମାରିବେ ଫର୍ମୁଲା ୧ ଡ୍ରାଇଭର
ନୂଆଦିଲ୍ଲୀ: ବେଳେ ବେଳେ ସୋସିଆଲ ମିଡିଆରେ ଏପରି ଭିଡିଓ ଦେଖିବାକୁ ମିଳେ ଯାହାକୁ ବିଶ୍ୱାସ କରିବା ହୋଇପଡ଼େ କଷ୍ଟକର। ଆଜିକାଲି ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ 'ଦେଶୀ' ମହିଳା କୋଟି କୋଟି ଟଙ୍କାର…

