କଳିଯୁଗର ଶ୍ରବଣ କୁମାର: ବୁଢ଼ା ବାପାଙ୍କୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ହତ୍ୟା କଲା ପୁଅ
ବେତନଟୀ: ବୃଦ୍ଧ ବାପାଙ୍କୁ ପିଟି ପିଟି ହତ୍ୟା କଲା ପୁଅ । ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ସୂଚନା ।
ବଡ଼ସାହି ଥାନା ଟଙ୍ଗାଶୋଳ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ…

