ଆମେରିକା F-35 ଲଢୁଆ ବିମାନ ସାଉଦି ଆରବିଆକୁ ଦେବ; ଆରବ ଦେଶର ଯୁବରାଜଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଟ୍ରମ୍ପ…
ଓଡିଶା ଭାସ୍କର: ଆମେରିକା ଗସ୍ତରେ ଯାଇଛନ୍ତି ସାଉଦି ଆରବ ଦେଶର ଯୁବରାଜ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଭିତରେ ହୋଇଛି ଗଭୀର ଆଲୋଚନା। ଯୁବରାଜକୁ ଖୁସି କରାଇବା ପାଇଁ କାହିଁକି ଚାହାନ୍ତି…
