ବଲିଉଡ୍ ମୋତେ ଟଙ୍କା ଦେଇ ପାରିବ ନାହିଁ, ତେଣୁ ମୁଁ ଅଯଥାରେ କାହିଁକ ସମୟ ବର୍ବାଦ କରିବି: ମହେଶ ବାବୁ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ଭାରତବର୍ଷରେ ସାଉଥ୍ ଫିଲ୍ମର କ୍ରେଜ୍ ଚାଲିଥିବା ବେଳେ ବଲିଉଡ ଏକପ୍ରକାର ଫିକା ପଡ଼ିଯାଇଛି । ତେବେ ଏହା ମଧ୍ୟରେ କିଛି ଫିଲ୍ମ ଅଭିନେତା, ନିର୍ମାତାଙ୍କ ବୟାନ ଏହି ପ୍ରସଙ୍ଗକୁ ବିବାଦ…
