ଅଯୋଧ୍ୟା: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ୧୧ ହଜାର VIP ଅତିଥି, ଦିଆଯିବ ଖାସ୍ ଉପହାର, ଫଟୋ ଦେଖନ୍ତୁ
ନୂଆଦିଲ୍ଲୀ: ଜାନୁଆରୀ ମାସ ୨୨ ତାରିଖରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ରାମ ମନ୍ଦିରର ଏହି ଭବ୍ୟ ଉଦଘାଟନୀ ଉତ୍ସବକୁ ଅବିସ୍ମରଣୀୟ କରିବା ପାଇଁ ବଡ଼ ଜୋରସୋରରେ…
