IND vs PAK: ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଡ୍ରେସିଂ ରୁମରେ ପାକିସ୍ତାନ ବିପକ୍ଷରେ ବଡ଼ କଥା କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଭାରତୀୟ ଦଳ ସେପ୍ଟେମ୍ବର ୨୧ ତାରିଖରେ ଅର୍ଥାତ୍ ଆଜି ପାକିସ୍ତାନ ବିପକ୍ଷରେ ତାର ସୁପର-୪ ଅଭିଯାନ ଆରମ୍ଭ କରିବ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଦୁବାଇ…

