ହୋଲିରେ ସ୍ପେଶାଲ ଅଫର୍, ଫ୍ରିରେ ଏକ୍ସଟ୍ରା ଭାଲିଡିଟି ଦେଉଛି BSNL, ଅପେକ୍ଷା କାହାକୁ ଶୀଘ୍ର ଉଠାନ୍ତୁ ଫାଇଦା
ଓଡିଶାଭାସ୍କର: ସରକାରୀ ଟେଲିକମ୍ କମ୍ପାନୀ BSNL ହୋଲି ପର୍ବ ପାଇଁ ଏହାର ୟୁଜରମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛି। କମ୍ପାନୀ ସାରା ଦେଶରେ ଏହାର ପ୍ରିପେଡ୍ ଉପଭୋକ୍ତାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଲି ଅଫର ଘୋଷଣା…

