ଖବର ୧୨ ଘଣ୍ଟା ଘରେ ବସି ଗେମ୍ ଖେଳିଲା ନାବାଳକ, ବଙ୍କା ହୋଇଗଲା ମେରୁଦଣ୍ଡ Subhasmita Das May 4, 2025 ନୂଆଦିଲ୍ଲୀ: ଆଜିକାଲିର ପିଲା ମୋବାଇଲ ଆଉ ମୋବାଇଲ ଗେମ୍ ରେ ଏତେ ଲିପ୍ତ ହୋଇଗଲେଣି ଯେ, ମୋବାଇଲ ବିନା ବଞ୍ଚିବା ଅସମ୍ଭବ ଭଳି ଲାଗୁଛି। ଖାଇଲେ, ବସିଲେ, ଶୋଇଲେ ସବୁବେଳେ ହାତରେ ମୋବାଇଲ। ଆଉ ଏହି ମୋବାଇଲ ଏବେ ଜଣେ…