8 ରାଜ୍ୟର 15 ସ୍ଥାନରେ NIA, ପାକିସ୍ତାନ ପାଇଁ ଗୁଇନ୍ଦାଗିରି ସନ୍ଦେହରେ NIA ର ରେଡ୍
ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ସନ୍ଦେହରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ । ଦେଶର 8 ରାଜ୍ୟର 15 ସ୍ଥାନରେ ରେଡ଼୍ କରିଛି NIA । ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଆସାମ, ଦିଲ୍ଲୀ, ହରିୟାଣା,…

