ଜଟିଳ ହେଉଛି ଶ୍ରୀଲଙ୍କା ସ୍ଥିତି: ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ, ଜନତାଙ୍କ କବ୍ଜାରେ ରାଷ୍ଟ୍ରପତି ଭବନ
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଗୃହଯୁଦ୍ଧ ମଧ୍ୟରେ ଏବେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଜରୁରୀ ବୈଠକରେ ସେ ନିଜର ଇସ୍ତଫା ଦେଇଛନ୍ତି । ବିକ୍ରମସିଙ୍ଘେ କହିଛନ୍ତି ଯେ ତାଙ୍କ ଇସ୍ତଫା…
