ସାଉଥ୍ ସୁପରଷ୍ଟାର ବିଜୟଙ୍କ ରାଲିରେ ଦଳାଚକଟା, ୩ ଶିଶୁଙ୍କ ସମେତ ୨୦ରୁ ଅଧିକ ସମର୍ଥକଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା
କରୁର: ସାଉଥ୍ ସୁପର ଷ୍ଟାର ଥଲପତି ବିଜୟଙ୍କ ଦ୍ୱାରା ତାମିଲନାଡୁ କରୁରଠାରେ ଅନୁଷ୍ଟିତ ରାଲିରେ ଦଳାଚକଟା ହୋଇଥିବା ସୂଚନା । ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା…

