Browsing Tag

stepmother

ମା’ ନାରେ କଳଙ୍କ! ପିଶାଚୁଣି ପାଲଟିଲା ସାବତ ମା’, ଝିଅକୁ ୩ ମହଲାରୁ ପେଲିଦେଲା, ସିସିଟିଭି ଧରାଇଦେଲା…

କର୍ଣ୍ଣାଟକ: କର୍ଣ୍ଣାଟକ ବିଦର ଜିଲ୍ଲାରେ ଏକ ଛାତି ଧରିଦେବା ଭଳି ଘଟଣା ଘଟିଛି। ଜଣେ ସାବତ ମା’ ମଣିଷରୁ ପାଲଟିଯାଇଛି ରାକ୍ଷସୀ। ସାବତ ଝିଅର ନେଇଗଲା ଜୀବନ। ସାବତ ଝିଅକୁ ୩ ମହଲାରୁ ଧକ୍କା ଦେଇ ତଳକୁ ଫୋପାଡ଼ି ଦେଇଛି…