ଖବର (ଭିଡିଓ ଭାଇରାଲ) ଗାଡ଼ିରୁ ଓହ୍ଲାଇ ଆମ୍ବୁଲାନ୍ସକୁ ବାଟ କଢ଼ାଇଲେ ବର Abinash Kumar Dhal Apr 22, 2025 ନୂଆଦିଲ୍ଲୀ: ବାରତ ଯାଉଥିଲା, ରୋଡ୍ ଜାମ୍ ଥିଲା ଏତିକି ବେଳେ ଆମ୍ବୁଲାନ୍ସ ଆସିଲା। ଗାଡ଼ିରେ ବସିଥିବା ବର ବାହାରକୁ ବାହାରି ଆମ୍ବୁଲାନ୍ସଙ୍କୁ କଢ଼ାଇ ନେଇଥିଲେ ବାଟ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…