ଏଠି ଦାଦାଗିରି ଚାଲିବନି… ନିଆଁରେ ଜଳୁଥିବା ଟ୍ରମ୍ପଙ୍କ କଟା ଘାରେ ଲଙ୍କା ମାରିଲେ ଜିନପିଙ୍ଗ୍, କହିଲେ ଏମିତି
ନୂଆଦିଲ୍ଲୀ: ନାଁ ନନେଇ କଡ଼ା ଭତ୍ସନା। କହିଲେ ଦୁନିଆ ସଦଭାବରେ ଚାଲେ ଦାଦାଗିରିରେ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍, ଆଉ ଜିନପିଙ୍ଗକୁ ଏକାଠି ଦେଖି ରାଗରେ ଦାନ୍ତ…

