ମାରିଦେବ… ଏହା ଭାରତର ଶକ୍ତିଶାଳୀ ଦଳ, ଏହି ଭୁଲ ପାଇଁ ପାକିସ୍ତାନକୁ ଚେତାବନୀ ଦେଲେ ସୋଏବ ଅଖତାର
ନୂଆଦିଲ୍ଲୀ: ସୋଏବ ଅଖତର ନିଜେ ପାକିସ୍ତାନର। କିନ୍ତୁ ସେ ଖରାପକୁ ଖରାପ କହିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହାର ଏକ ଉଦାହରଣ ସେତେବେଳେ ଦେଖିବାକୁ ମିଳିଲା ଯେତେବେଳେ ସେ ଏକ ଟିଭି ଶୋରେ ବସି କେବଳ ପାକିସ୍ତାନ…

