Subhadra yojona: ସରକାରଙ୍କ ବଡ଼ ଘୋଷଣା; ପେନସନ ପାଇବେ ସୁଭଦ୍ରା ହିତାଧିକାରୀ, ୨ ଲକ୍ଷରୁ ଊର୍ଦ୍ଧ୍ବ ହେବେ ଉପକୃତ
ଭୁବନେଶ୍ବର: 60 ବର୍ଷ ହୋଇଥିଲେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ । ଏମବିପିୱାଇ ଓ ଏନଏସଏପିରେ ହିତାଧକାରୀଙ୍କୁ ଏନେଇ ଅନ୍ତର୍ଭୁକ୍ତ କରାଯିବ । 60 ବର୍ଷ ପରେ ହିତାଧିକାରୀଙ୍କୁ ଏଥିରେ ଆବେଦନ କରିବାକୁ ପଡ଼ିବ ।…

