ସୁଭଦ୍ରା ଟଙ୍କା ଆପଣ ପାଇନାହାନ୍ତି କି? ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ନେଇ କାଲି ବସିବ ବୈଠକ
ଭୁବନେଶ୍ୱର: ଆସନ୍ତାକାଲି ବସିବ ସୁଭଦ୍ରା ସମୀକ୍ଷା ବୈଠକ। ଏହି ବୈଠକରେ ବାଦ୍ ପଡ଼ିଥିବା ହିତାଧିକାରୀ ସାମିଲ ହେବେ କି ନାହିଁ ଆଲୋଚନା ହେବ। ଏନେଇ ତିନି ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ।…

