Browsing Tag

Sulochana Das

ସତ ହେବ ତ ଯୋଜନା ? କୁକୁର ବଂଶବୃଦ୍ଧି ରୋକିବା ପାଇଁ ଅଣ୍ଟା ଭିଡିଲା BMC

ଭୁବନେଶ୍ବର: ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ଆଉ ଭୋଗିବାକୁ ପଡିବନି ସମସ୍ୟା । କୁକୁର ଆତଙ୍କ ବଢ଼ିଥିବା ସ୍ୱୀକାର କରିବା ସହିତ ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।…

ରାଜଧାନୀରେ ଉଠା ଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ୍ ଦିଆଯିବ: ସୁଲୋଚନା ଦାସ

ଭୁବନେଶ୍ୱର: ରାଜଧାନୀ ଉଠା ଦୋକାନୀଙ୍କ ବଡ଼ ଝଟକା । ରାଜଧାନୀ ରାସ୍ତା କଡ଼ରୁ ସମସ୍ତ ଉଠା ଦୋକାନୀମାନଙ୍କୁ ହଟାଯିବା ନେଇ ସମୂହ ସଫେଇ କାର୍ଯ୍ୟ ସମୟରେ ସୂଚନା ଦେଲେ ମେୟର ସୁଲୋଚନା ଦାସ । ପ୍ରାୟ ୫୫ଟି ରାସ୍ତାରୁ ସ୍ଥାୟୀ…

ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ; ସୁଲୋଚନା ଦାସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ଯୋଜନାକୁ ନେଇ ବିଏମସି ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ । ୫ ହଜାର ଟଙ୍କା…

ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତି ଗାନ୍ଧୀମାର୍ଗରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରଥର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟବ୍ୟାପି ସୁଭଦ୍ରା…

ଚିକେନ୍ ନ ଖାଇବାକୁ ଭୁବନେଶ୍ୱର ମେୟରଙ୍କ ଅନୁରୋଧ; ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ ଦେଲେ ପରାମର୍ଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜଧାନୀବାସୀଙ୍କୁ ଚିକେନ୍ ନ ଖାଇବାକୁ ମେୟରଙ୍କ ଅନୁରୋଧ । ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଏପରି…

ଡେଙ୍ଗୁ ସତର୍କତାକୁ ନେଇ ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ

ଭୁବନେଶ୍ୱର: ଭୁବନେଶ୍ୱରରେ ଡେଙ୍ଗୁ ବ୍ୟାପିବା ପ୍ରସଙ୍ଗକୁ ନେଇ ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ‘ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣରେ ରହିଛି ତଥାପି ଆମକୁ ସତର୍କ ରହିବାକୁ ହେବ । ସମସ୍ତ…

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ, ମେୟରଙ୍କ ସହ ସଫଳ ହେଲା ଆଲୋଚନା

ଓଡ଼ିଶା ଭାସ୍କର: ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ସଫେଇ କର୍ମଚାରୀ । ଦରମା ବୃଦ୍ଧି ସହ ୨ ଦଫା ଦାବି ସହ ୧୫ ହଜାର ଟଙ୍କା ଦରମା ଦାବରେ ଆନ୍ଦୋଳନ କରିଥିଲେ ସଫେଇ…

ସାବଧାନ! ରାସ୍ତାରେ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି, ଦୁହାଁଳିଆ ଗାଈ ଫେରାଇବାକୁ ନିଆଯିବ ଦୁଇଗୁଣା ଜରିମାନା

ଭୁବନେଶ୍ୱର: ସହରକୁ ଗୋରୁମୁକ୍ତ କରିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସଚେତନ ଏବଂ ଚେତାବନୀ ପରେ ଏବେ ବିଏମ୍‌ସି ପୁରା ଆକ୍ସନ ମୁଡ୍‌କୁ ଆସିଥିବା ଦେଖିବାକୁ ମିଳୁଛି। ଆଉ…